ବାଜିରାଓ ଏକାଡେମିକୁ ପୁରସ୍କାର

ଭୁବନେଶ୍ବର: ଓଡ଼ିଶା ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼୍ ପକ୍ଷରୁ ଆୟୋଜିତ ଓଡ଼ିଶା ଶିକ୍ଷା ସମ୍ମାନ-୨୦୧୯ରେ ବାଜିରାଓ ଆଇଇଏଏସ୍ ଏକାଡ଼େମୀକୁ ଓଡ଼ିଶାର ଶ୍ରେଷ୍ଠ ଆଇଏଏସ୍‌ କୋଚିଂ ପ୍ରତିଷ୍ଠାନ ପୁରସ୍କାର ପ୍ରଦାନ କରାଯାଇଛି। ଆଇସିଏଫ୍‌ଏଆଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାମ୍ ପାଲ୍ କୌଶିକ୍ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଠାରୁ ଏହି ପୁରସ୍କାରକୁ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଏବଂ ଜ୍ୟୋତି କୁମାରୀ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର