ଗୃହ ଫାଇନାନ୍ସକୁ କିଣିବ ବନ୍ଧନ ବ୍ୟାଙ୍କ

ନୂଆଦିଲ୍ଲୀ: ଏଚ୍‌ଡିଏଫ୍‌ସିର ସହାୟକ କମ୍ପାନି ଗୃହ ଫାଇନାନ୍ସକୁ ବନ୍ଧନ ବ୍ୟାଙ୍କ କିଣିବ। ସେୟାର ଅଦଳବଦଳ ମାଧ୍ୟମରେ ଏହି ଅଧିଗ୍ରହଣ ହେବ। ଗୃହ ଫାଇନାନ୍ସର ଅଂଶଧନଧାରୀମାନେ ସେମାନଙ୍କ ୧୦୦ ସେୟାର ବଦଳରେ ବନ୍ଧନ ବ୍ୟାଙ୍କର ୫୬୮ଟି ସେୟାର ପାଇବେ। ଏହି ମିଶ୍ରଣ ଫଳରେ ବନ୍ଧନ ବ୍ୟାଙ୍କ‌େର ପ୍ରତିଷ୍ଠାତାମାନଙ୍କ ଅଂଶଧନ ୮୨.୨%ରୁ ୬୧%କୁ ହ୍ରାସପାଇବ। ଅଧିଗ୍ରହଣ ପରେ ଗଠିତ ନୂଆ ସଂସ୍ଥାରେ ଏଚଡିଏଫସିର ୧୫% ଅଂଶଧନ ରହିବ।

ସମ୍ବନ୍ଧିତ ଖବର