ନୂଆଦିଲ୍ଲୀ,: ସରକାରୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣକୁ ନେଇ କୌଣସି ନୂଆ ପ୍ରସ୍ତାବ ନାହିଁ। ବିଜୟା, ଦେନା ଓ ବ୍ୟାଙ୍କ ଅଫ୍ ବରୋଦାର ମିଶ୍ରଣ ପ୍ରକ୍ରିୟା ଶେଷ ହେବା ପରେ ଅନ୍ୟ ପ୍ରସ୍ତାବଗୁଡ଼ିକୁ ବିଚାରକୁ ନିଆଯିବ। ଏହି ମିଶ୍ରଣ ପରେ ସରକାରୀ ବ୍ୟାଙ୍କ ସଂଖ୍ୟା ୧୮କୁ ହ୍ରାସ ପାଇବ।
ବ୍ୟାଙ୍କ ମିଶ୍ରଣ ନେଇ ନୂଆ ପ୍ରସ୍ତାବ ନାହିଁ
/sambad/media/post_attachments/wp-content/uploads/2019/02/bank-icon-outline-illustration-vector-260nw-1023298672-1.png)