ହ୍ଵାଟସଆପ୍‌, ଇ-ମେଲ୍‌ରେ ବ୍ୟାଙ୍କ ସମନ୍‌

ନୂଆଦିଲ୍ଲୀ: ଚେକ୍‌ ବାଉନ୍ସ ଓ ଅନ୍ୟାନ୍ୟ ମାମଲାର ତୁରନ୍ତ ସମାଧାନ ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲୋକଙ୍କ ନିକଟକୁ ହ୍ଵାଟସଆପ୍‌ ଓ ଇ-ମେଲ୍‌ରେ ସମନ୍‌ ପଠାଉଛି। ବ୍ୟାଙ୍କ ପକ୍ଷରୁ ପାଖାପାଖି ୨୫୦ ଜଣ ଗ୍ରାହକଙ୍କ ନିକଟକୁ ଏଭଳି ସମନ୍‌ ପଠାଯାଉଛି। ଡିଜିଟାଲ ମାଧ୍ୟମରେ ସମନ୍‌ ପଠାଇବା ଲାଗି ଅଦାଲତ ଗୁଡ଼ିକୁ ବ୍ୟାଙ୍କ ପକ୍ଷରୁ ଅନୁରୋଧ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପଠାଯାଇଥିବା ସମନ୍‌ ଗୁଡ଼ିକ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡ଼ୁ ଏବଂ ଉତ୍ତର ପ୍ରଦେଶର ଲୋକଙ୍କ ନିକଟକୁ ପଠାଯାଇଛି।

ସମ୍ବନ୍ଧିତ ଖବର