ଭାରତ ମସଲାକୁ ଟାଇମସ୍‌ ବିଜନେସ୍‌ ଆୱାର୍ଡ

ଭୁବନେଶ୍ବର: ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡାଙ୍କୁ ଟାଇମସ୍‌ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍‌ ଆୱାର୍ଡ ପ୍ରଦାନ କରାଯାଇଛି। ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଟାଇମସ୍‌ ବିଜନେସ୍‌ ଆୱାର୍ଡସ୍‌-୨୦୨୦ ଅବସରରେ ବଲିଉଡ୍ ତାରକା ଅନିଲ କପୁରଙ୍କ ଠାରୁ ଶ୍ରୀ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ମସଲା ଜଗତ ପ୍ରତି ତାଙ୍କର ଅବଦାନ, ଜୀବନବ୍ୟାପୀ ସଂଗ୍ରାମ, ମସଲାର ଗୁଣବତ୍ତା ବଜାୟ ରଖିବା, ଗ୍ରାହକ ସନ୍ତୁଷ୍ଟି ଓ ସେବା ଲାଗି ନିରନ୍ତର ଉଦ୍ୟମ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର