ବିଏମ୍‌ଡବ୍‌ଲ୍ୟୁର ୨୯ ଲକ୍ଷ ଟଙ୍କିଆ ବାଇକ୍‌ 

ନୂଆଦିଲ୍ଲୀ: ବିଏମ୍‌ଡବ୍‌ଲ୍ୟୁ ପକ୍ଷରୁ ୨୯ ଲକ୍ଷ ଟଙ୍କିଆ ବାଇକ୍‌ ଭାରତକୁ ଅଣାଯାଇଛି। ବିଏମ୍‌ଡବ୍‌ଲ୍ୟୁ ‘କେ ୧୬୦୦ ବି’  ନାମରେ ଏହି ବାଇକ୍‌ ଆସିଛି। ଭାରତରେ ବିଏମ୍‌ଡବ୍‌ଲ୍ୟୁର ମେଟୋରାଡ ଡିଲରସିପ୍‌ ଗୁଡ଼ିକରେ ଏହି ବାଇକ୍‌ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର