ଭାରତରେ କୁଶଳୀ ଇଞ୍ଜିନିୟର ସନ୍ଧାନ‌ରେ ବୋଇଂ, ଏୟାରବସ୍‌

ନୂଆଦିଲ୍ଲୀ : ବିଶ୍ବର ଦୁଇ ବିମାନ ନିର୍ମାତା ବୋଇଂ ଓ ଏୟାରବସ୍‌ ଭାରତରେ ନିଯୁକ୍ତି ଦେବା ଲାଗି କୁଶଳୀ ଇଞ୍ଜିନିୟର ସନ୍ଧାନ କରୁଛନ୍ତି। ଚଳିତ ବର୍ଷ ସାରା ବିଶ୍ବରେ ଏୟାରବସ୍‌ ୧୩ ହଜାର ଲୋକଙ୍କୁ ନିଯୁକ୍ତି ଦେବାର ଥିବା ବେଳେ ସେଥିରୁ ୧୦୦୦ ନିଯୁକ୍ତି ଭାରତରେ ପ୍ରଦାନ କରିବ। ବୋଇଂ ପ୍ରତିବର୍ଷ କର୍ମଚାରୀ ସଂଖ୍ୟା ୧୫୦୦ ବଢ଼ାଉଛି। ଭାରତରେ ଏହାର ୧୮ ହଜାର କର୍ମଚାରୀ ରହିଛନ୍ତି।

ସମ୍ବନ୍ଧିତ ଖବର