ଚଣ୍ଡିଗଡ଼: ଏସ୍ବିଏସ୍ ବାୟୋଟେକ୍ର ସିଏମ୍ଡି ଡକ୍ଟର ସଞ୍ଜୀବ ଜୁନେଜାଙ୍କୁ ‘ମୋଷ୍ଟ୍ ଆଡ୍ମାୟାରଡ୍ ଏଣ୍ଟରପ୍ରେନ୍ୟୁଅର୍ ଅଫ୍ ଦି ଇୟର ୨୦୧୮-୧୯’ ପୁରସ୍କାର ପ୍ରଦାନ କରାଯାଇଛି। ଏବିପି ନିଉଜ୍ ନେଟ୍ୱର୍କ ଓ ୱାର୍ଲଡ୍ ମାର୍କେଟିଂ କଂଗ୍ରେସ ତରଫରୁ ମୁମ୍ବାଇର ତାଜ୍ ଲ୍ୟାଣ୍ଡସ୍ ହୋଟେଲ୍ରେ ଆୟୋଜନ କରାଯାଇଥିବା ‘ବ୍ରାଣ୍ଡ୍ ଏକ୍ସିଲେନ୍ସ ଆୱାର୍ଡ ୨୦୧୯’ରେ ଶ୍ରୀ ଜୁନେଜାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜୁନେଜାଙ୍କ ଦ୍ବାରା ଦୁଇଟି ଆୟୁର୍ବେଦିକ କଂପାନି ଏସ୍ବିଏସ୍ ବାୟୋଟେକ୍ ଓ ଡିଭିସା ହର୍ବାଲ୍ କେୟାର ପରିଚାଳିତ ହେଉଛି।
‘ବ୍ରାଣ୍ଡ୍ ଏକ୍ସିଲେନ୍ସ ଆୱାର୍ଡ ୨୦୧୯’ ଏସ୍ବିଏସ୍ ବାୟୋଟେକ୍ ସିଏମ୍ଡିଙ୍କୁ ପୁରସ୍କାର
/sambad/media/post_attachments/wp-content/uploads/2019/12/sfg65sf6g5sf6g4sf5g47sf8g465sdfgsdddddddddddddd.jpg)