ଭୁବନେଶ୍ବର: ବ୍ରାଣ୍ଡ୍ ଫ୍ୟାକ୍ଟରି ତରଫରୁ ଫ୍ଲାଟ୍ ୫୦% ରିହାତି ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ସବୁ କିଛି ଜିନିଷକୁ ଅଧା ମୂଲ୍ୟରେ ପାଇପାରିବେ। ଏହି ଅଫର ମେ’ ୩୦ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ଅଫର ବ୍ୟତୀତ ଗ୍ରାହକମାନେ ୩୦୦୦ ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି ଉପରେ ଅତିରିକ୍ତ ୨୦% ରିହାତି ପାଇପାରିବେ। କେବଳ ସେତିକି ନୁହେଁ ସେମାନେ ପେଟିଏମ୍ କ୍ୟାସ୍ବ୍ୟାକ୍, ସିନେମା ଭାଉଚର୍, ଗିଫ୍ଟ କାର୍ଡ ଏବଂ ଆହୁରି ଅନେକ କିଛି ପାଇପାରିବେ। ଷ୍ଟୋର୍ରେ ଉପଲବ୍ଧ ଥିବା ୨୦୦ରୁ ଅଧିକ ବ୍ରାଣ୍ଡ୍ ଉପରେ ଏହି ଅଫର ଲାଗୁ କରାଯାଇଛି। ଏଠାରେ ଜ୍ୟାକ୍ ଆଣ୍ଡ୍ ଜୋନ୍ସ, ବୋଫାଲୋ, ପାର୍କ ଆଭେନ୍ୟୁ, ଆରୋ, ଆଦିଦାସ, ପୁମା, ଭିଆଇପି, ଲିକୁପର, ଇଣ୍ଡିଗୋ ନେସନ୍, ଲଣ୍ଡନ ବ୍ରିଜ୍, ଲୁଇ ଫିଲିପ୍, ଜନ୍ ମିଲର୍, ଟର୍ଟଲ୍, ପିଟର ଇଂଲଣ୍ଡ୍, ପିଙ୍କ୍ ଆଣ୍ଡ୍ ବ୍ଲୁ, ସଫାରି କାପ୍ରେସି, ଲାଭି ଏବଂ ସ୍କାଏବ୍ୟାଗ୍ସ ଭଳି ବ୍ରାଣ୍ଡ୍ର ଉତ୍ପାଦ ବିକ୍ରି ହେଉଛି।
‘ବ୍ରାଣ୍ଡ୍ ଫ୍ୟାକ୍ଟରି’ରେ ଫ୍ଲାଟ୍ ୫୦% ରିହାତି
/sambad/media/post_attachments/wp-content/uploads/2019/05/flat50-off.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)