ନୂଆଦିଲ୍ଲୀ : ଆମେରିକା, ବ୍ରିଟେନ୍ ଓ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରେ ବେଶ ଲୋକପ୍ରିୟତା ହାସଲ କରିଥିବା ଏଲନ୍ସର ବ୍ୟୁଗଲ୍ସ ଚିପ୍ସ ଖୁବ୍ଶୀଘ୍ର ଭାରତରେ ଉପଲବ୍ଧ ହେବ। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ୍ ଏହାର ବଜାର ପ୍ରବେଶ କରିବ। ୧୦ ଟଙ୍କିଆ ପ୍ୟାକେଟ୍ରେ ଏହି ଚିପ୍ସ ମିଳିବ। ସଲ୍ଟେଡ୍, ଟମାଟୋ ଓ ଚିଜ୍ ଭଳି ତିନିଟି ସ୍ବାଦରେ ଏହା ଆସିବ। ଏହି ଚିପ୍ସ ୫୦ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ବରେ ଲୋକପ୍ରିୟ ରହିଛି।
ଭାରତରେ ମିଳିବ ବ୍ୟୁଗଲ୍ସ ଚିପ୍ସ
/sambad/media/post_attachments/wp-content/uploads/2023/05/chips.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)