ନୂଆଦିଲ୍ଲୀ : ଗତବର୍ଷ ଏପ୍ରିଲ୍ରୁ ଡିସେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୩୫ କୋଟି ଡଲାରରେ ପହଞ୍ଚିଥିଲା। ୨୦୨୧-୨୨ ବର୍ଷ ସାରା ମାତ୍ର ୫୧.୬୩ କୋଟି ଡଲାରର କାରବାର ହୋଇଥିଲା। ଏହି ସମୟରେ ଚୀନ୍ ସହିତ ଭାରତର ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୮୭୦୦ କୋଟି ଡଲାରରେ ପହଞ୍ଚିଛି। ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯିବା ପରେ ୨୦୧୯ରେ ଭାରତ ସହ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ପାକିସ୍ତାନ ରଦ୍ଦ କରିଥିଲା।
ପାକିସ୍ତାନ ସହ ବ୍ୟବସାୟ ବଢ଼ିଲା
/sambad/media/post_attachments/wp-content/uploads/2023/02/wagha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)