ନୂଆଦିଲ୍ଲୀ : ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ବାହ୍ୟ ଅଡିଟର ଭାବେ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ଚାରି ବର୍ଷ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ୨୦୧୯-୨୩ ପାଇଁ ସେ ନିର୍ବାଚିତ ହୋଇଥିଲେ। ଏବେ ସେ ୨୦୨୭ ପର୍ଯ୍ୟନ୍ତ ସେହି କାର୍ଯ୍ୟ କରିବେ। ଜେନେଭାରେ ଏହାକୁ ନେଇ ନିର୍ବାଚନ ହୋଇଥିଲା। ପ୍ରଥମ ରାଉଣ୍ଡ୍ରେ ୧୫୬ ଭୋଟ୍ରୁ ତାଙ୍କୁ ୧୧୪ଟି ଭୋଟ୍ ମିଳିଥିଲା।
ଡବ୍ଲୁଏଚ୍ଓର ବାହ୍ୟ ଅଡିଟର ଭାବେ ସିଏଜି ମୁର୍ମୁ ପୁନଃ ନିର୍ବାଚିତ
/sambad/media/post_attachments/wp-content/uploads/2023/06/cag-murmu.jpg)