ଭାରତରୁ ବିମାନ ଉଡ଼ାଣ ସ୍ଥଗିତ ରଖିଲା କାନାଡ଼ା

ନୂଆଦିଲ୍ଲୀ : ଭାରତରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କାନାଡ଼ା ଆଜି ଭାରତରୁ ୧ ମାସ ପାଇଁ ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି। ଏଥିରେ ସମସ୍ତ ବାଣିଜ୍ୟିକ ଏବଂ ଘରୋଇ ପାସେଞ୍ଜର ବିମାନ ସାମିଲ ରହିଛି। ଭାରତ ସମେତ କାନାଡ଼ା ପାକିସ୍ତାନ ଏବଂ ବାଂଲାଦେଶରୁ ମଧ୍ୟ ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି। ଭାରତୀୟ ସମୟ ଶୁକ୍ରବାର ରାତି ୯ଟାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି।

ସମ୍ବନ୍ଧିତ ଖବର