କାନାରା ବ୍ୟାଙ୍କର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର: କାନାରା ବ୍ୟାଙ୍କର ୧୧୨ତମ ପ୍ରତିଷ୍ଠାତାଙ୍କ ଦିବସ ପାଳନ ଅବସରରେ ବ୍ୟାଙ୍କର ଅଫିସର ସଂଘ ପକ୍ଷରୁ ଏକ ଗ୍ରାହକ ସମ୍ମିଳନୀ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଆୟୋଜନ କରାଯାଇଛି। ଏହି ଅବସରରେ ସଂଘର କ୍ଷେତ୍ରୀୟ ସମ୍ପାଦକ ଏଚ୍‌ କେ ପଣ୍ଡା, ସାଧାରଣ ସମ୍ପାଦକ ପି କେ ମହାନ୍ତି ଓ ବ୍ୟାଙ୍କର ଉପ ମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ଜିଲ୍ଲା ସମ୍ପାଦକ କେ କେ ନାୟମ, କୋଷାଧ୍ୟକ୍ଷ ଭଗବାନ ବାରିକ ଏବଂ ଏସ୍‌ ଏନ୍‌ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର