ଷ୍ଟେଟ୍‌ ବ୍ୟାଙ୍କର ୮ ଅଧିକାରୀଙ୍କ ବିରୋଧରେ ସିବିଆଇ ମାମଲା

କୋଲକାତା: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ୮ ଜଣ ଅଧିକାରୀ ଏବଂ ଏକ ଘରୋଇ ସଂସ୍ଥାର ନିର୍ଦେଶକଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ନିବେଶ କରିବା ପାଇଁ ଏହି ସଂସ୍ଥା ବ୍ୟାଙ୍କରୁ ୪ କୋଟି ୪୫ ଲକ୍ଷ ଟଙ୍କାର ଋଣ ନେଇଥିଲା। କିନ୍ତୁ ତାହାକୁ ପରିଶୋଧ କରୁନାହିଁ। ଏଥିପାଇଁ ବ୍ୟାଙ୍କକୁ ୪ କୋଟି ୧୨ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର