‘ମାଲାବାର’ର ପ୍ରଥମ ବର୍ଷ ପୂର୍ତ୍ତି ପାଳନ

ଭୁବନେଶ୍ବର : ରୁପାଲି ଛକ ସ୍ଥିତ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଷ୍ଟୋର୍‌ ଚଳିତ ମାସ ୧୩ ତାରିଖରେ ଭୁବନେଶ୍ବର ଷ୍ଟୋର୍‌ର ପ୍ରଥମ ବର୍ଷ ପୁର୍ତ୍ତି ପାଳନ କରିଛି। ପୂର୍ବତନ ମିସ୍ ଇଣ୍ଡିଆ ୨୦୨୧ ଶିଖା ଗାୟତ୍ରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗ୍ରାହକ ଓ ଷ୍ଟାଫ୍‌ମାନଙ୍କ ଉପସ୍ଥିତିରେ ଉତ୍ସବକୁ ପାଳନ କରାଯାଇଛି। ଏହି ଅବସରରେ ଷ୍ଟୋର୍‌ ମୁଖ୍ୟ ଅସନାଫ୍‌ କହିଛନ୍ତି ଯେ ଖୁବ୍‌ଶୀଘ୍ର ମାଲାବାର ପକ୍ଷରୁ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଓ କଟକରେ ନୂଆ ଷ୍ଟୋର୍‌ ଖୋଲାଯିବ। ମାଲାବାର ଷ୍ଟୋର୍‌ରେ ସୁନା, ହୀରା, ରୁପା, ପ୍ଲାଟିନମ୍ ଓ ମୂଲ୍ୟବାନ ଜେମଷ୍ଟୋନ୍‌ରେ ପ୍ରସ୍ତୁ ପାରମ୍ପରିକ ଓ ସମସାମୟିକ ଗହଣାାର ବ୍ୟାପକ ବର୍ଗମାଳା ରହିଛି। ଏହା ୱାନ୍ ଇଣ୍ଡିଆ ୱାନ୍ ଗୋଲ୍ଡ ରେଟ୍, ୧୦ ମାଲାବାର ପ୍ରତିଶ୍ରୁତି ଓ ଉତ୍କଷ୍ଟ ବିକ୍ରି ପରବର୍ତୀ ସେବା ପ୍ରଦାନ କରୁଥିବା ‌ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଛି।

ସମ୍ବନ୍ଧିତ ଖବର