ସୁପର-୩୦ର ସଫଳତା ଉତ୍ସବ ପାଳନ

ଭୁବନେଶ୍ବର: ବଲିଉଡ୍‌ ସିନେମା ସୁପର୍‌-୩୦ର ସଫଳତା ଉତ୍ସବ ପାଳିତ ହୋଇଯାଇଛି। ଏନେଇ ସିନେମାର ହିରୋ ହ୍ରିତିକ ରୋଶନଙ୍କ ବାସଭବନରେ ଆୟୋଜନ କରାଯାଇଥିବା ନୈଶ୍ୟଭୋଜିରେ ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ଯୋଗ ଦେଇଥିଲେ। ଆନନ୍ଦଙ୍କ ଭାଇ ପ୍ରଣବ କୁମାର ଓ ହ୍ରିତିକଙ୍କ ବାପା ରା‌କେଶ ରୋଶନ ଓ ଅନ୍ୟମାନେ ଏହି ଅବସରରେ ଉପସ୍ଥିତ ରହି ଭାବ ବିନିମୟ କରିଥିଲେ।

ସମ୍ବନ୍ଧିତ ଖବର