ଖୁଚୁରା ମୁଦ୍ରାସ୍ଫୀତି ୧୮ ମାସରେ ସବୁଠୁ କମ୍

ନୂଆଦିଲ୍ଲୀ,: ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୨୦୧୮ ଡିସେମ୍ବରରେ ୨.୧୮%କୁ ହ୍ରାସ ପାଇଛି। ବିଗତ ୧୮ ମାସ ଭିତରେ ଖୁଚୁରା ମୁଦ୍ରାସ୍ଫୀତି ଏହାର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଫଳ, ପନିପରିବା ଓ ଇନ୍ଧନ ମୂଲ୍ୟ କମିଥିବାରୁ ଏହି ମୁଦ୍ରାସ୍ଫୀତି ହାର କମିଛି। ସେହିପରି ପାଇକାରୀ ମୁଦ୍ରାସ୍ଫୀତି ହାର ଡିସେମ୍ବରରେ ୩.୮୦%କୁ ଖସିଛି। ବିଗତ ଆଠ ମାସ ଭିତରେ ଏହା ପାଇକାରୀ ମୁଦ୍ର‌ାସ୍ଫୀତିର ସର୍ବନିମ୍ନ ସ୍ତର।

ସମ୍ବନ୍ଧିତ ଖବର