ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ‘ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍’ ଗତ ୮ ମାସରେ ବ୍ୟାଙ୍କ୍ ଗ୍ରାହକମାନଙ୍କ ଠାରୁ ସର୍ବନିମ୍ନ ବ୍ୟାଲେନ୍ସ ନ ରଖିଥିବା ଆକାଉଣ୍ଟ ମାଧ୍ୟମରେ ଆଦାୟ କରିଛି ୧,୭୭୧ କୋଟି ଟଙ୍କା। ଦେଖନ୍ତୁ କ’ଣ ନୂଆ ପରିବର୍ତ୍ତନ ହୋଇଛି ଗ୍ରାହକଙ୍କ ପାଇଁ ଓ କେତେ ଟଙ୍କା ପୈଠ କରିବା ପାଇଁ ପଡ଼ିବ ପିଏସ୍ୟୁ ଓ ପ୍ରାଇଭେଟ୍ ସେକ୍ଟର୍ ବ୍ୟାଙ୍କ୍ ମାନଙ୍କରେ।
ଜାଣିଛନ୍ତି କି, ଏବେ ବ୍ୟାଙ୍କ୍ କାରବାର ପାଇଁ ଆପଣଙ୍କୁ କେତେ ଟିକସ ଦେବାକୁ ପଡ଼ିବ?
ବ୍ୟାଙ୍କ୍ ନେଣଦେଣରେ ନୂଆ ଟିକସ
/sambad/media/post_attachments/wp-content/uploads/2018/01/Charges-for-Savings-Account_Infographics_1.jpg)