ଏହି ସବୁ ବ୍ୟାଙ୍କ୍ରୁ କୌଣସି ଆକାଉଣ୍ଟ୍ ହୋଲ୍ଡର୍ ସମ୍ବନ୍ଧିତ ବ୍ୟାଙ୍କ୍ରୁ ପଇସା କାଢ଼ିପାରିବେ ନାହିଁ। କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଇତିମଧ୍ୟରେ ପୁଣି ଏହାର ଡେଡ୍ଲାଇନ୍ ବଢ଼ାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କହିବା ଅନୁସାରେ, ଏହି ବ୍ୟାଙ୍କ୍ମାନଙ୍କ ଗ୍ରାହକ ୧ ଜାନୁଆରି ୨୦୧୮ରୁ ପ୍ରଥମରେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ କିମ୍ବା ବ୍ରାଞ୍ଚ୍କୁ ଆସିକି ନୂଆ ଚେକ୍ବୁକ୍ ପାଇଁ ଅପ୍ଲାଏ କରିପାରିବେ।