ଚୀନ୍‌ ‌ଫୋନ୍ କିଣିବାରେ ୫୦ ହଜାର କୋଟି ଖର୍ଚ 

ନୂଆଦିଲ୍ଲୀ,: ଚୀନ୍‌ ଫୋନ୍ କିଣିବାରେ ୨୦୧୭-୧୮ରେ ଭାରତୀୟମାନେ ୫୦ ହଜାର କୋଟି ଟଙ୍କା ଖର୍ଚ କରିଛନ୍ତି। ସେମାନେ ଚୀନ୍‌ର ଚାରିଟି ବ୍ରାଣ୍ଡ୍ ଶାଓମି, ଭିଭୋ, ଓପୋ ଓ ଅନର୍‌ର ମୋବାଇଲ୍‌ ଫୋନ୍ ଅଧିକ ମାତ୍ର‌ାରେ କିଣିଛନ୍ତି।

ସମ୍ବନ୍ଧିତ ଖବର