ନୂଆଦିଲ୍ଲୀ: ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାର ନିଜ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ କରିବା ପାଇଁ କୋଲ୍ ଇଣ୍ଡିଆ ଉପରେ ନଜର ପକାଇଛନ୍ତି। କୋଲ୍ ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରିବା ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ତେବେ କଂପାନିର କେତେ ପ୍ରତିଶତ ପୁଞ୍ଜିକୁ ପ୍ରତ୍ୟାହାର କରାଯିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
କୋଲ୍ ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ହେବ
/sambad/media/post_attachments/wp-content/uploads/2018/06/coal-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)