ଭୁବନେଶ୍ବର,: ମୁମ୍ବାଇ ଠାରେ ଆୟୋଜିତ ଇଣ୍ଡିଆ ସଷ୍ଟେନେବିଲିଟି ଲିଡରସିପ୍ ସମିଟ୍ରେ କୋକାକୋଲାର ୬ଟି କାରଖାନାକୁ ଫ୍ରଷ୍ଟ୍ ଆଣ୍ଡ୍ ସୁଲିଭାନ୍-ଟେଳି ସଷ୍ଟେନେବିଲିଟି ୪.୦ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାରଖାନାଗୁଡ଼ିକ ଭୁବନେଶ୍ବର, ହାଇଦ୍ରାବାଦ, ବେଙ୍ଗାଲୁରୁ, ସିଲିଗୁଡ଼ିରେ ରହିଛି। ଭୁବନେଶ୍ବର କାରଖାନାକୁ ଲିଡର୍ସ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ପାଇଁ ବିଜେତା ଚୟନ କରିବା ବେଳେ ୧୩ଟି ମାପକାଠିକୁ ବିଚାରକୁ ନିଆଯାଇଥିଲା।
କୋକାକୋଲାର ୬ କାରଖାନାକୁ ପୁରସ୍କାର
/sambad/media/post_attachments/wp-content/uploads/2019/07/meeting-strangers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)