ମୁଦ୍ରାସ୍ଫୀତି କମିଲା, ଶିଳ୍ପ ଅଭିବୃଦ୍ଧି ବଢ଼ିଲା

ନୂଆଦିଲ୍ଲୀ: ଜାନୁଆରି ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୨.୦୫%କୁ ହ୍ରାସ ପାଇଛି। ଫଳରେ ୨୦୧୭ ଜୁନଠାରୁ ଖୁଚୁରା ମୁଦ୍ରାସ୍ଫୀତି ୧୯ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଗତ ଡିସେମ୍ବରରେ ଏହା ୨.୧୧% ରହିଥିଲାବେଳେ ସଂଶୋଧିତ ଆକଳନରେ ଏହା ୨.୧୯%କୁ କମିଛି। ଅନ୍ୟପକ୍ଷରେ ଡିସେମ୍ବର ମାସର ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ୨.୪%କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର