ଭୁବନେଶ୍ୱର: କୋଲଗେଟ୍ ପକ୍ଷରୁ ଏକ ଗ୍ରାହକ ସର୍ବେକ୍ଷଣରୁ ଜଣାପଡିଛି ଯେ ଏକାଧିକବାର ଦାନ୍ତ ସଫା କରିବା ଏବେ ସୁଦ୍ଧା ସାମୁହିକ ଅଭ୍ୟାସରେ ପରିଣତ ହୋଇନାହିଁ। ୨୦୦୮ରୁ ୨୦୧୬ ମଧ୍ୟରେ ଏକାଧିକବାର ଦାନ୍ତ ସଫା କରିବାର ଅଭ୍ୟାସ ମାତ୍ର ୬% (୨୮%ରୁ ୩୪%କୁ) ବୃଦ୍ଧି ହୋଇପାରିଛି।
କୋଲଗେଟ୍ର ଗ୍ରାହକ ସର୍ବେକ୍ଷଣ
/sambad/media/post_attachments/wp-content/uploads/2018/01/colgate-paste.jpg)