କର୍ପୋରେଟ୍ ଟିକସ କମାଅ: ସିଆଇଆଇ

ନୂଆଦିଲ୍ଲୀ: ବଜେଟ୍‌ରେ କର୍ପୋରେଟ୍ ଟିକସ ପରିମାଣ ୧୮% ପର୍ଯ୍ୟନ୍ତ ଖସାଇବାକୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପ୍ରସ୍ତାବ ଦେଇଛି। କୌଣସି ରିହାତି ବିନା ଏହି ଦର ହ୍ରାସ କରିବାକୁ ଏହା କହିଛି।

ସମ୍ବନ୍ଧିତ ଖବର