କର୍ପୋରେସନ ବ୍ୟାଙ୍କର ନୂଆ ସିଇଓ

ମାଙ୍ଗାଲୋର: କର୍ପୋରେସନ ବ୍ୟାଙ୍କର ନୂଆ ଏମ୍‌ଡି ତଥା ସିଇଓ ଭାବେ ପି ଭି ଭାରତୀ ଦାୟିତ୍ବ ଗ୍ରହଣ କରିଛନ୍ତି। କର୍ପୋରେସନ ବ୍ୟାଙ୍କର ଏହି ପଦରେ କାର୍ଯ୍ୟ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା। ୨୦୧୬ ସେପ୍ଟେମ୍ବର ୧୫ରୁ ଭାରତୀ କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ।

ସମ୍ବନ୍ଧିତ ଖବର