ଗିତମ୍‌ ବିଶ୍ୱବିଦ୍ୟାଳୟର କାଉନସେଲିଂ

ଭୁବନେଶ୍ୱର: ଗିତମ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସ୍ପଟ୍‌ ଆଡମିସନ୍‌ ଅନୁଷ୍ଠିତ ହେଉଛି। ଇଞ୍ଜିନିୟରିଂ, ଫାର୍ମାସି, ଆକ୍ଟିଟେକ୍ଚର, ଆଇନ, ଏମ୍‌ଏସ୍‌ସି, ବିଏସ୍‌ସି, ନର୍ସିଂ, ଏମ୍‌ବିଏ ଏବଂ ବିଏ ସୋସିଆଲ ସାଇନ୍ସରେ ୨୦୧୮ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଏଥିରେ ସ୍ପଟ୍‌ ଆଡମିସନ୍‌ କରିପାରିବେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ଆଜି ମାଗଣା କାଉନସେଲିଂ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରିବା ସମେତ ସେମାନଙ୍କୁ ପ୍ରୋଭିଜନାଲ ଆଲଟମେଣ୍ଟ ଆଦେଶ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର