‘କଭର ‌ଷ୍ଟୋରି’ରେ ଏଣ୍ଡ୍‌ ଅଫ୍‌ ସିଜନ୍ ସେଲ୍

ଭୁବନେଶ୍ବର: ଏସ୍‌ପ୍ଲାନେଡ୍‌ ମଲ୍‌ରେ ଥିବା କଭର ଷ୍ଟୋରିରେ ଚଳିତ ମାସ ୨୧ ତାରିଖରୁ ଏଣ୍ଡ୍‌ ଅଫ୍‌ ସିଜନ୍ ସେଲ୍ ଆରମ୍ଭ ହୋଇଛି। ଏହି ଅବସରରେ ଗ୍ରାହକମାନେ ଏସ୍‌ଏସ୍‌’ ୧୯ କଲେକ୍ସନ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଷ୍ଟକ ଶେଷ ହେବା ପୂର୍ବରୁ ଅଫରର ଲାଭ ହାସଲ କରିବାକୁ କଭର ଷ୍ଟୋରି ପକ୍ଷରୁ ଗ୍ରାହକଙ୍କୁ ଆହ୍ବାନ ଦିଆଯାଇଛି। କଭର ଷ୍ଟୋରିର ସ୍ପ୍ରିଙ୍ଗ ସମର ପୋଷାକ ସମ୍ଭାର ଲୋକଙ୍କ ଫେସନ ପରିଚୟର ପ୍ରତିଫଳନ ଭଳି। ବିଳାସପୂର୍ଣ୍ଣ ଓ ସମସାମୟିକ ଡିଜାଇନ ଏହି ସମ୍ଭାରକୁ ଭିନ୍ନ କରିପାରିଛି ଯାହାକୁ ବିଭିନ୍ନ ଅବସରରେ ବ୍ୟବହାର କରାଯାଇପାରିବ। ଭୁବନେଶ୍ବର ସମେତ ଦେଶର ବିଭିନ୍ନ ସହରରେ ଥିବା କଭର ଷ୍ଟୋରି ଷ୍ଟୋର୍‌ରେ ଏହି ଅଫର ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର