ଭୁବନେଶ୍ୱର: ଡାଲମିଆ ଭାରତ ଲିମିଟେଡ୍ ପକ୍ଷରୁ ଦିଲ୍ଲୀର ଲାଲ୍ କିଲ୍ଲା କିର୍ତୀରାଜିକୁ ପୋଷ୍ୟ ଐତିହ୍ୟ ଭାବେ ଗ୍ରହଣ କରାଯାଇଛି। ଏ ନେଇ କଂପାନି ପକ୍ଷରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସହିତ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି। ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଐତିହ୍ୟ ସ୍ଳର ରକ୍ଷଣାବେକ୍ଷଣଠାରୁ ଆରମ୍ଭ କରି ମରାମତି ଓ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ କଂପାନି କରିବ। ବର୍ଷକୁ ଏ ବବାଦରେ ୫ କୋଟି ଟଙ୍କା ଖର୍ଚ କରାଯିବ। କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କେ ଜେ ଆଲ୍ଫୋନ୍ସଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp