ମୁମ୍ବାଇ : ସପ୍ତାହକ ଭିତରେ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ୪୫୯ କୋଟି ଡଲାରର ହ୍ରାସ ଘଟିଛି। ଜୁନ୍ ୧୦ ସୁଦ୍ଧା ଭଣ୍ଡାରରେ ଥିବା ବିଦେଶୀ ମୁଦ୍ରା ୫୯, ୬୪୫ କୋଟି ଡଲାରକୁ ହ୍ରାସ ପାଇଛି। ଏହାର ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୩୦.୬ କୋଟି ଡଲାର ହ୍ରାସ ଘଟିଥିଲା। ବହୁ ମାସ ପର୍ଯ୍ୟନ୍ତ ୬୦,୦୦୦ ଡଲାରରୁ ଉଚ୍ଚ ସ୍ତରରେ ରହିଥିବା ଏହି ଭଣ୍ଡାର ପରିମାଣ ଏହା ତଳକୁ ହ୍ରାସ ପାଇଛି।
ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ
/sambad/media/post_attachments/wp-content/uploads/2022/06/ffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)