ନୂଆଦିଲ୍ଲୀ : କ୍ରିପ୍ଟୋକରେନ୍ସିକୁ ଚିଟ୍ଫଣ୍ଡ୍ ସହ ତୁଳନା କରି ସେଗୁଡ଼ିକୁ ନିଷିଦ୍ଧ କରିବା ଭଲ ପରାମର୍ଶଯୋଗ୍ୟ ବିକଳ୍ପ ବୋଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କର କହିଛନ୍ତି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କହିଛନ୍ତି ଯେ କ୍ରିପ୍ଟୋକୁ ନେଇ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରହିଛି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସବୁ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ହୋଇଛି। ଏବିଷୟରେ ବର୍ତ୍ତମାନ ଅଧିକ କିଛି କହିହେବ ନାହିଁ।
କ୍ରିପ୍ଟୋ ନିଷିଦ୍ଧ କରିବା ସପକ୍ଷରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର
/sambad/media/post_attachments/wp-content/uploads/2021/11/bt-coin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)