ଡିଜିଟାଲ୍ ଶିଷ୍ଟାଚାର ସୂଚୀରେ ଭାରତକୁ ସପ୍ତମ ସ୍ଥାନ

ଭୁବନେଶ୍ବର: ବିଶ୍ବର ୨୨ଟି ଦେଶକୁ ନେଇ ମାଇକ୍ରୋସଫ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଡିଜିଟାଲ୍ ଶିଷ୍ଟାଚାର ସୂଚ‌ୀରେ ଭାରତକୁ ସପ୍ତମ ସ୍ଥାନ ମିଳିଛି। ବିଶ୍ବ ସ୍ତରର ସୂଚନୀ ୬୬% ଥିବା ବେଳେ ଭାରତର ସୂଚୀ ହେଉଛି ୫୯%। ଅନଲାଇନ୍‌ରେ ଲୋକମାନଙ୍କ ବ୍ୟବହାର ଓ ଶିଷ୍ଟାଚାର୍‌ କିଭଳି ରହୁଛି ତାହା ଜାଣିବା ପାଇଁ ୨୦୧୮ ମେ’ରେ ମାଇକ୍ରୋସଫ୍ଟ ଏହି ଡିସିଆଇ ଭିତିକ ସର୍ଭେ କରାଯାଇଛି।

ସମ୍ବନ୍ଧିତ ଖବର