ଭୁବନେଶ୍ବର: ବିଶ୍ବର ୨୨ଟି ଦେଶକୁ ନେଇ ମାଇକ୍ରୋସଫ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଡିଜିଟାଲ୍ ଶିଷ୍ଟାଚାର ସୂଚୀରେ ଭାରତକୁ ସପ୍ତମ ସ୍ଥାନ ମିଳିଛି। ବିଶ୍ବ ସ୍ତରର ସୂଚନୀ ୬୬% ଥିବା ବେଳେ ଭାରତର ସୂଚୀ ହେଉଛି ୫୯%। ଅନଲାଇନ୍ରେ ଲୋକମାନଙ୍କ ବ୍ୟବହାର ଓ ଶିଷ୍ଟାଚାର୍ କିଭଳି ରହୁଛି ତାହା ଜାଣିବା ପାଇଁ ୨୦୧୮ ମେ’ରେ ମାଇକ୍ରୋସଫ୍ଟ ଏହି ଡିସିଆଇ ଭିତିକ ସର୍ଭେ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp