ଭୁବନେଶ୍ବର: ଖିମ୍ଜୀ ଜୁଏଲର୍ସ ତରଫରୁ ଦୀପାବଳି ଓ ଧନତେରସ୍ ଅଫର ଘୋଷଣା କରାଯାଇଛି। ଖିମ୍ଜୀ ପକ୍ଷରୁ କେତେକ ସ୍ବତନ୍ତ୍ର ବର୍ଗର ସୁନା ଗହଣାର ମୂଲ୍ୟ ଉପରେ ଫ୍ଲାଟ୍ ୫.୪ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ହୀରା ଗହଣା ଉପରେ ଫ୍ଲାଟ ୨୦% ଏବଂ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍ ୫୦% ରିହାତି ଦିଆଯାଉଛି। ୯୯୯ ଭଳି ସ୍କିମ୍ରେ ସୁନା ଏବଂ ରୁପା ମୁଦ୍ରା ସହିତ ବାଏବ୍ୟାକ ଗ୍ୟାରେଣ୍ଟି ଭଳି ସୁବିଧା ମଧ୍ୟ ଏହି ଅବସରରେ ଉପଲବ୍ଧ ହେଉଛି। ଧନତେରସ୍ରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ସାଧାରଣରେ ଧାରଣା ରହିଛି। ଗ୍ରାହକମାନଙ୍କୁ ସେହି ଦିନ ସୁନା ଓ ଗହଣା କିଣିବାର ସୁବିଧା ଦେବାକୁ ଖିମ୍ଜୀ ପ୍ରସ୍ତୁତ ହୋଇରହିଛି।
ଖିମ୍ଜୀର ଦୀପାବଳି, ଧନତେରସ୍ ଅଫର
/sambad/media/post_attachments/wp-content/uploads/2019/10/sfg65sf4g89sf7g8sf74gh65sf4gsfgsfgsfhfshfshsfghsdfgsdfgsdfgsdgsdgsdgsdgsdfg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)