ଭୁବନେଶ୍ୱର: କାରଖାନା ଏବଂ ବାଷ୍ପିକ ନିର୍ଦେଶାଳୟ ଦ୍ୱାରା ଶିଳ୍ପ କାରଖାନାରେ ସୁରକ୍ଷା ସମ୍ପର୍କିତ ଏକ ଉଚ୍ଚ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ବୃହତ ଉଦ୍ୟୋଗର ଉଚ୍ଚ କର୍ତ୍ତୃପକ୍ଷଗଣ ଯୋଗ ଦେଇ ଶିଳ୍ପ ଉତ୍ପାଦନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ର ପରିଚାଳନା ନିର୍ଦେଶକ ସତୀଶ ପାଇ ଯୋଗଦେଇ କହିଥିଲେ ଯେ, ସୁରକ୍ଷା କ୍ଷେତ୍ରରେ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରିବା ଦରକାର। ସୁରକ୍ଷା ନିୟମ ପାଳନକୁ କର୍ମଚାରୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ସହିତ ଯୋଡ଼ିବାକୁ ସେ କହିଥିଲେ।
ଶିଳ୍ପ ସୁରକ୍ଷା ସମ୍ପର୍କିତ ଆଲୋଚନାଚକ୍ର
/sambad/media/post_attachments/wp-content/uploads/2018/02/pic_Mr-Pai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)