ଭୁବନେଶ୍ବର: ଡକ୍ଟର ବାତ୍ରା ହୋମିଓପାଥି ପକ୍ଷରୁ ପଦ୍ମଶ୍ରୀ ଡକ୍ଟର ମୁକେଶ ବାତ୍ରାଙ୍କ ସୋସିଆଲ ମିଡିଆ ସିରିଜ୍ ‘ଗୁଡ୍ ହେଲଥ ଆଣ୍ଡ ହୋମିଓପାଥି’ ଆରମ୍ଭ କରାଯାଇଛି। ଏହି ସିରିଜ୍କୁ ୨୦୧୯ରେ ୨୫ ନିୟୁତ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଭାରତ ସମେତ ଦୁବାଇ, ଆବୁଧାବି, ବାହାରେନ୍ ଓ ବାଲାଂଦେଶରେ ମଧ୍ୟ ଏହି ସିରିଜ୍ର ଲୋକପ୍ରିୟତା ବଢ଼ାଇବାକୁ ପ୍ରୟାସ କରାଯାଉଛି। ଗତ ଜୁନ୍ ୧୩ରୁ ଏହି ସିରିଜ୍ ଆରମ୍ଭ ହୋଇଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ସିରିଜ୍କୁ ହିନ୍ଦୀ ଭାଷାରେ ମଧ୍ୟ ଉପଲବ୍ଧ କରାଯାଇଛି।
ଡକ୍ଟର ବାତ୍ରାର ସୋସିଆଲ୍ ମିଡିଆ ସିରିଜ୍
/sambad/media/post_attachments/wp-content/uploads/2019/06/Untitled-8-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)