ଡ୍ୟୁକ୍‌ର ନୂଆ ଚପଲ

ଭୁବନେଶ୍ବର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଡ୍ୟୁକ୍ ପକ୍ଷରୁ ନୂଆ ପ୍ରିମିୟମ ଏବଂ ଷ୍ଟାଇଲଯୁକ୍ତ ଫ୍ଲିପ୍ ଫ୍ଲପ୍ ଓ ସାଣ୍ଡାଲ କଲେକ୍ସନ-୧୯ ଚପଲ ଉନ୍ମୋଚନ କରାଯାଇଛି। ଅତ୍ୟାଧୁନିକ ଡିଜାଇନ ଏବଂ ଫେସନରେ ଏହା ବଜାରକୁ ଆସିଛି। ପିନ୍ଧିବାକୁ ଏହି ଚପଲ ଗ୍ରାହକଙ୍କୁ ଆରାମ ପ୍ରଦାନ କରିବା ସହିତ ସ୍ମାର୍ଟ ଲୁକ୍ ଦେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ବିଭିନ୍ନ ରଙ୍ଗ, ଷ୍ଟାଇଲ୍ ଏବଂ ପ୍ୟାଟର୍ଣ୍ଣରେ ଏହି ‌ଚପଲ ଗୁଡ଼ିକ ଆସିଛି। ଡ୍ୟୁକ୍ ଫେସନ୍ସ ଇଣ୍ଡିଆ ଲିମିଟେଡର ନିର୍ଦେଶକ କୁନ୍ତଳ କୁମାର ଜୈନ କୁହନ୍ତି, ଅନ୍ତର୍ଜାତୀୟ ଡିଜାଇନ, ଷ୍ଟାଇଲ୍, ଫେସନ, କ୍ବାଲିଟିର ଚପଲ ଖୋଜୁଥିବା ଯୁବବର୍ଗକୁ ଦୃଷ୍ଟିରେ ରଖି ଏଗୁଡ଼ିକୁ ବଜାରଜୁ ଅଣାଯାଇଛି।

ସମ୍ବନ୍ଧିତ ଖବର