ଏପ୍ରିଲରୁ ଇ-େଓ୍ଵ ବିଲ୍‌!

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ଇଲେକ୍‌ଟ୍ରୋନିକ୍‌ ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ କରାଯାଇ ପାରେ। ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ କମିଟି ଏଥିପାଇଁ ସୁପାରିସ କରିଛି। କମିଟି ଆଜି ଯେଉଁ ସୁପାରିସ କରିଛି ସେ ସମ୍ପର୍କରେ ଆସନ୍ତା ମାସ ୧୦ ତାରିଖରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର