ନୂଆଦିଲ୍ଲୀ: ଫୋର୍ଟିସ ହେଲଥ୍କେୟାରର ପୂର୍ବତନ ପ୍ରତିଷ୍ଠାତା ମାଲବିନ୍ଦର ସିଂହଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ରେଲିଗେୟାର ଫିନ୍ଭେଷ୍ଟ୍ ଲିମିଟେଡ୍ର ଅର୍ଥ ତୋସରପାତ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ମାଲବିନ୍ଦରଙ୍କ ସମେତ ରିଲେଗେୟାର ଏଣ୍ଟରପ୍ରାଇଜେସ୍ର ପୂର୍ବତନ ସିଏମ୍ଡି ସୁନିଲ ଗୋଧୱାନୀଙ୍କୁ ଇଡି ଗିରଫ କରିଛି।
ଫୋର୍ଟିସ ହେଲଥ୍କେୟାରର ପୂର୍ବତନ ପ୍ରତିଷ୍ଠାତା ମାଲବିନ୍ଦରଙ୍କୁ ଗିରଫ କଲା ଇଡି
/sambad/media/post_attachments/wp-content/uploads/2019/11/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)