ନରେଶ ଗୋୟଲଙ୍କ ଘରେ ଇଡି ଚଢ଼ଉ

ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ଦିଲ୍ଲୀ ଓ ମୁମ୍ବାଇ ବାସଭବନରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇଛି। ବୈଦେଶିକ ମୁଦ୍ରା ପରିଚାଳନା ଆଇନ ଉଲ୍ଲଂଘନ ମାମଲାରେ ଏହି ଚଢ଼ଉ ହୋଇଛି । ପୂର୍ବରୁ କମ୍ପାନି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଯାଞ୍ଚ ହୋଇଥିଲା। ଅଧିକ ପ୍ରମାଣ ସଂଗ୍ରହ ପାଇଁ ଇଡି ପକ୍ଷରୁ ଆଜି ଏହି ଚଢ଼ଉ କରାଯାଇଛି।

ସମ୍ବନ୍ଧିତ ଖବର