ଭୁବନେଶ୍ବର: ଇପାରୀ ସଦାଶିବ ଜୁଏଲର୍ସର ଭୁବନେଶ୍ବର ସୋ’ରୁମ୍ରେ ଭୁବନେଶ୍ବର, ବ୍ରହ୍ମପୁର ଓ ବାଲେଶ୍ବର ଶାଖାର ଦ୍ବିତୀୟ ଲକି ଡ୍ର’ ଉଠାଣ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରର କଲ୍ୟାଣୀ ସାହୁ ଓ ଶୁଭ୍ରାଂଶୁ ସ୍ବାଇଁ, ବ୍ରହ୍ମପୁରର ରାମଚନ୍ଦ୍ର ପାଢ଼ୀ ଓ ସୁଜାତା ଦାଶ ଏବଂ ବାଲେଶ୍ବରର ମୁକୁନ୍ଦ ବେହେରା ଓ ବାଞ୍ଛାନିଧି ଦାଶ ବିଜେତା ଭାବେ ହୀରା କାନଫୁଲ ଓ ହୀରା ଲକେଟ୍ ଜିତିଛନ୍ତି। ଅନୁଷ୍ଠାନର ଏମ୍ଡି ଇପାରୀ ଶ୍ରୀଧରଙ୍କ ଦ୍ବାରା ଲକି ଡ୍ର’ ଉଠାଣ କରାଯାଇଥିଲା। ଗତ ଫେବ୍ରୁଆରି ୧ରୁ ମେ’ ୩୧ ମଧ୍ୟରେ କିଣାକିଣି କରିଥିବା ଗ୍ରାହକମାନେ ଲକି କୁପନ୍ ଜରିଆରେ ଏହି ଲକି ଡ୍ର’ରେ ଭାଗ ନେଇଥିଲେ। ଏହି ଅବସରରେ ଇପାରୀ ସଦାଶିବ ଜୁଏଲର୍ସର ସୁବାସ ଚନ୍ଦ୍ର ଦାସ, ସୁନୀତା ପଟ୍ଟନାୟକ ଓ ପବିତ୍ର ରାଉତ ଉପସ୍ଥିତ ଥିଲେ।
ଇପାରୀ ସଦାଶିବ ଜୁଏଲର୍ସ ଗ୍ରାହକ ଜିତିଲେ ହୀରା ଗହଣା
/sambad/media/post_attachments/wp-content/uploads/2019/06/Untitled-11-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)