ଭୁବନେଶ୍ବର: ଇପାରୀ ସଦାଶିକ ଜୁଏଲର୍ସ ବାଲେଶ୍ବର ଶାଖାର ଲକି କୁପନ ଉଠାଣରେ ଭାଗ୍ୟଶାଳୀ ଗ୍ରାହକ ହୀରା ଗହଣା ଜିତିଛନ୍ତି। ଗତବର୍ଷ ଅକ୍ଟୋବର ୧୪ରୁ ଚଳିତବର୍ଷ ଜାନୁଆରି ୩୧ ମଧ୍ୟରେ ଗ୍ରାହକମାନଙ୍କୁ ଦିଆଯାଇଥିବା କୁପନଗୁଡ଼ିକ ମଧ୍ୟରୁ ବିଜେତା ଚୟନ କରାଯାଇଥିଲା। ପ୍ରଥମ ବିଜେତା ରମେଶ ଚନ୍ଦ୍ର ସେଠୀ ହୀରା କାନଫୁଲ ଏବଂ ଦ୍ବିତୀୟ ବିଜେତା ଶେଖ୍ ନାସିମ୍ ହୀରା ଲକେଟ ଜିତିଛନ୍ତି। ଏହି ଅବସରରେପରିଚାଳନା ନିର୍ଦେଶକ ଇପାରୀ ଶ୍ରୀଧର ଉପସ୍ଥିତ ରହି ପୁରସ୍କାର ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇପାରୀ ସଦାଶିବ ଜୁଏଲର୍ସର ସୁବାସ ଚନ୍ଦ୍ର ଦାସ, ସୁନୀତା ପଟ୍ଟନାୟକ, ସୁଶାନ୍ତ ଚୌଧୁରୀ ଉପସ୍ଥିତ ଥିଲେ।
ଇପାରୀ ସଦାଶିବ ଜୁଏଲର୍ସ ଗ୍ରାହକ ଜିତିଲେ ହୀରା ଗହଣା
/sambad/media/post_attachments/wp-content/uploads/2019/04/Untitled-9-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)