ଇପାରୀ ସଦାଶିବ ଜୁଏଲର୍ସ ଗ୍ରାହକ ଜିତିଲେ ହୀରା ଗହଣା

0

ଭୁବନେଶ୍ବର: ଇପାରୀ ସଦାଶିକ ଜୁଏଲର୍ସ ବାଲେଶ୍ବର ଶାଖାର ଲକି କୁପନ ଉଠାଣରେ ଭାଗ୍ୟଶାଳୀ ଗ୍ରାହକ ହୀରା ଗହଣା ଜିତିଛନ୍ତି। ଗତବର୍ଷ ଅକ୍ଟୋବର ୧୪ରୁ ଚଳିତବର୍ଷ ଜାନୁଆରି ୩୧ ମଧ୍ୟରେ ଗ୍ରାହକମାନଙ୍କୁ ଦିଆଯାଇଥିବା କୁପନଗୁଡ଼ିକ ମଧ୍ୟରୁ ବିଜେତା ଚୟନ କରାଯାଇଥିଲା। ପ୍ରଥମ ବିଜେତା ରମେଶ ଚନ୍ଦ୍ର ‌ସେଠୀ ହୀରା କାନଫୁଲ ଏବଂ ଦ୍ବିତୀୟ ବିଜେତା ଶେଖ୍ ନାସିମ୍ ହୀରା ଲକେଟ ଜିତିଛନ୍ତି। ଏହି ଅବସରରେପରିଚାଳନା ନିର୍ଦେଶକ ଇପାରୀ ଶ୍ରୀଧର ଉପସ୍ଥିତ ରହି ପୁରସ୍କାର ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇପାରୀ ସଦାଶିବ ଜୁଏଲର୍ସର ସୁବାସ ଚନ୍ଦ୍ର ଦାସ, ସୁନୀତା ପଟ୍ଟନାୟକ, ସୁଶାନ୍ତ ଚୌଧୁରୀ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.