ଏପ୍‌ସନ୍‌ର ନୂଆ ପ୍ରିଣ୍ଟର୍‌

ଭୁବନେଶ୍ବର: ଏପ୍‌ସନ୍ ପକ୍ଷରୁ କାର୍ଯ୍ୟାଳୟ ବ୍ୟବହାର ପାଇଁ ସାତଟି ନୂଆ ମୋନୋକ୍ରୋମ୍ ଇକୋଟ୍ୟାଙ୍କ୍‌ ପ୍ରିଣ୍ଟର୍‌କୁ ଉନ୍ମୋଚନ କରାଯାଇଛି। ମୋନୋ‌ ଲେଜର୍ ପ୍ରିଣ୍ଟର୍‌ ତୁଳନାରେ ଏଥିରେ ପ୍ରିଣ୍ଟ୍‌ କରିବା ୨୩ ଗୁଣା ଶସ୍ତା ରହିବ ବୋଲି କଂପାନି ତରଫରୁ ଦାବି କରାଯାଇଛି। ପରିବେଶ ସୁରକ୍ଷା ନିୟମକୁ ଦୃଷ୍ଟିରେ ରଖି ଏହି ପ୍ରିଣ୍ଟର୍‌କୁ ପ୍ରସ୍ତୁତ କରାଯାଇଛି। ଏହି ନୂଆ ପ୍ରିଣ୍ଟର୍‌ଗୁଡ଼ିକ ଉପରେ ୩ ବର୍ଷ/୫୦,୦୦୦ ପ୍ରିଣ୍ଟ୍‌ର ୱାରେଣ୍ଟି ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର