ଇସ୍‌କୋ ଇସ୍ପାତ କାରଖାନାକୁ ଶକ୍ତି ସଂଚୟ ପୁରସ୍କାର

ବର୍ନପୁର: ଲୌହ ଓ ଇସ୍ପାତ ବର୍ଗରେ ଉତ୍ତମ ଶକ୍ତି ସଂଚୟ ପାଇଁ ଇସ୍‌କୋ ଇସ୍ପାତ କାରଖାନା, ବର୍ନପୁରକୁ ପୁରସ୍କୃତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ଇସ୍‌କୋ ଇସ୍ପାତ କାରଖାନା, ବର୍ନପୁରର ମହାପ୍ରବନ୍ଧକ (ଶକ୍ତି) ରାମାନୁଜ ପ୍ରସାଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର