ଏସର ପକ୍ଷରୁ ଭାରତର ପ୍ରଥମ ଓ୍ଵିଣ୍ଡୋଜ୍ ମିକ୍ସଡ୍ ରିଅଲିଟି ହେଡ୍ସେଟ୍କୁ ଉନ୍ମୋଚନ କରାଯାଇଛି। ପ୍ରିଡାଟର୍ ଲିଗ୍ର ଫାଇନାଲ୍ରେ ଏହାକୁ ଉନ୍ମୋଚନ କରାଯାଇଛି। ଏହା ହାଲୁକା ଏବଂ ଆରାମଦାୟକ ଓ ଏଥିରେ ରହିଛି ୨.୮୯ ଇଞ୍ଚ୍ର ହାଇ ରିଜଲ୍ୟୁସନ୍ ଲକ୍ୱିଡ୍ କ୍ରିଷ୍ଟାଲ୍ ଡିସ୍ପ୍ଲେ ଯାହା ୯୫ ଡିଗ୍ରି ଚଉଡ଼ା ଭିଉ ପ୍ରଦାନ କରିବ। ଏଥିରେ ଫରଓ୍ଵାର୍ଡ୍, ବ୍ୟାକ୍୍ଓ୍ଵାର୍ଡ, ବାମ, ଡାହାଣ କରିବା ଭଳି ସୁବିଧା ରହିଛି। ଏହା ଏକ ୧୩ ଫୁଟ୍ର କେବୁଲ ରହିଛି ଯାହା ଜରିଆରେ ଏହି ହେଡ୍ସେଟ୍କୁ ପିସି ସହି ସଂଯୋଗ କରାଯାଇପାରିବ।