ଘଣ୍ଟାକରେ ବିକ୍ରି ହୋଇଗଲା ସବୁ ଫୋନ

ଭୁବନେଶ୍ବର: ଓପୋ ପକ୍ଷରୁ ମାର୍ଭେଲର ଆଭେଞ୍ଜର୍ସ:ଏଣ୍ଡ୍‌ଗେମ୍ ଉପରେ ଏକ ସ୍ବତନ୍ତ୍ର ଫୋନ୍ ‘ଓପୋ ଏଫ୍ ୧୧ ପ୍ରୋ’ର ସ୍ବତନ୍ତ୍ର ସଂସ୍କରଣକୁ ଉନ୍ମୋଚନ କରି ବିକ୍ରି କରାଯାଇଥିଲା। ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବାର ଏକ ଘଣ୍ଟା ଭିତରେ ସବୁ ଫୋନ୍ ବିକ୍ରି ହୋଇଯାଇଥିବା କଂପାନି ପକ୍ଷରୁ କୁହାଯାଇଛି। ଏହି ଫୋନ୍ ଷ୍ଟୋର୍‌ଗୁଡ଼ିକ ମଧ୍ୟ ଉପଲବ୍ଧ ହୋଇଥିବା ଜଣାପଡ଼ିଛି। ଏହାର ମୂଲ୍ୟ ୨୭,୯୯୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର