ଫେସବୁକ୍‌ ଉପରେ ୫୦୦ କୋଟି ଡଲାର ଜରିମାନା

ୱାସିଂଟନ: ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟର ଅପବ୍ୟବହାର କରିଥିବା ଫେସବୁକ୍ ଉପରେ ଆମେରିକା ପକ୍ଷରୁ ୫୦୦ କୋଟି ଡଲାର ଜରିମାନା ଲାଗୁ କରାଯାଇଛି। ଏହି ଜରିମାନା ରାଶି ଆମେରିକା ଇତିହାସରେ ସର୍ବାଧିକ।

ସମ୍ବନ୍ଧିତ ଖବର