ଫାଷ୍ଟ୍‌ଟ୍ରାକ୍‌ର ଡେନିମ୍ ସମ୍ଭାର

ଭୁବନେଶ୍ବର: ଫାଷ୍ଟ୍‌ଟ୍ରାକ୍ ପକ୍ଷରୁ ହାତଘଣ୍ଟାର ଡେନିମ୍ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଡେନିମ୍ ସଂସ୍କୃତିରୁ ଅନୁପ୍ରାଣିତ ହୋଇ ଏହି ଘଣ୍ଟାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏହି ଘଣ୍ଟାଗୁଡ଼ିକ ବହୁତ ସ୍ବତନ୍ତ୍ର ଏବଂ ଏହାର ଷ୍ଟ୍ରାପ୍‌ରେ ଅସଲି ଡେନିମ୍ ବ୍ୟବହାର କରାଯାଇଛି। ଘଣ୍ଟାର ଷ୍ଟିଚ୍‌ କେସ୍‌ ଠାରୁ ଡାଏଲ୍‌ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଡେନିମ୍ ବ୍ୟବହାର କରାଯାଇଛି। ଏହି ସମ୍ଭାରରେ ଥିବା ହାତଘଣ୍ଟାର ଦାମ୍ ୧୮୯୫ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର