‘ଫେନା’ କିଙ୍ଗସ୍‌ ଏକାଦଶ ପଞ୍ଜାବର ପ୍ରାୟୋଜକ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଡିଟରଜେଣ୍ଟ୍‌ ନିର୍ମାତା ଫେନା ଓ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ସହବନ୍ଧନ ହୋଇଛି। ଚଳିତ ଆଇପିଏଲ୍‌ ସିଜନ୍‌ରେ କିଙ୍ଗସ୍‌ ଏକାଦଶ ପଞ୍ଜାବର ଜର୍ସି ଓ ଅନ୍ୟାନ୍ୟ ଉତ୍ପାଦରେ ଫେନାର ଲୋଗୋ ବ୍ୟବହାର ହେବ। ଫେନା ଏହି ଟିମ୍‌ର ପ୍ରମୁଖ ପ୍ରାୟୋଜକ ହୋଇଛି। ଫେନାର ପ୍ରଡକ୍ଟ ମ୍ୟାନେଜର ସନ୍ତୋଷ ସାରସ୍ୱତ ଓ କିଙ୍ଗସ୍‌ ଏକାଦଶ ପଞ୍ଜାବର ସିଇଓ ସତୀଶ ମେନନ ଏହି ସହବନ୍ଧନକୁ ନେଇ ଉତ୍ସାହିତ।

ସମ୍ବନ୍ଧିତ ଖବର